ମୋ ବୋଉ
ମୋ ବୋଉ
କିଛି ନ କହିବି ଜାଣି ପାରୁଥିଲା
ଅଛି ମୋ ମନ କେମିତି
ଅଦ୍ଭୁତ ଶକତି ତା ପାଶେ ଦେଖିଛି
ମୋ ବୋଉ ଥିଲା ଏମିତି
ମୋର ଅନୁଭବ ମୁଁ ତ କହିଦେଲି
ତୁମେ ବି ତ ଜାଣୁଥିବ
ଯଦି ନ ଜାଣିଛ ନିଜ ବୋଉ ଠାରେ
ମୋ କଥା ପରଖି ନେବ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
କିଛି ନ କହିବି ଜାଣି ପାରୁଥିଲା
ଅଛି ମୋ ମନ କେମିତି
ଅଦ୍ଭୁତ ଶକତି ତା ପାଶେ ଦେଖିଛି
ମୋ ବୋଉ ଥିଲା ଏମିତି
ମୋର ଅନୁଭବ ମୁଁ ତ କହିଦେଲି
ତୁମେ ବି ତ ଜାଣୁଥିବ
ଯଦି ନ ଜାଣିଛ ନିଜ ବୋଉ ଠାରେ
ମୋ କଥା ପରଖି ନେବ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©