ପାକିସ୍ତାନ
ପାକିସ୍ତାନ
1 min
161
ପାକିସ୍ତାନ ଗୋଟେ ପାଗଳା କୁକୁର
ଖାଲି ଲାତ ଭାଷା ବୁଝେ
ବୁଝିସେ ପାରେନା ଆତଙ୍କର ଭାଷା
ଜଳିଲେ ବି ସିଏ ନିଜେ (1)
ଅନେକ ହେଲାଣି ଆତଂକି ପ୍ରହାର
ଥରିଲାଣି ଦେଶ ଅନେକ ଥର
ସହିଦ ହେଲେଣି କେତେଯେ ଜବାନ
ଅକାଳେ ଗଲାଣି ଜୀବ ତାଙ୍କର (2)
ଉଠ ଧର ଅସ୍ତ୍ର ଏଇ ଶେଷ ଥର
ଭାଙ୍ଗି ଦେବା ସେଇ ଆତଙ୍କ ଘର
ରହିବନି ଆଉ ସେହି ପାକିସ୍ତାନ
ଧ୍ୱସଂ କରିଦେବା ଗର୍ବ ତାଙ୍କର (3)