Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swapna Meher

Fantasy Others

5.0  

Swapna Meher

Fantasy Others

ଡର୍

ଡର୍

1 min
473


ନି ଲାଗେ ଭଲ୍ ଝୁମରା ମତେ,

ମିଛ୍ ସପନ୍ ସେ ଦେଖାସି କେତେ,

ଆଶ୍ କରି ମୁଇ ଶୁଇସି ହେଲେ,

ଡରୁଥିସିଁ ବଢା ସେ ଝୁମରାକେ ସତେ।

ଦୁଖ୍ ଦେବାର୍ ଲାଗି ଆଗରୁ କାହାକେ,

ପଚରାସି ମୁଇ ମନ୍ କେ କେତେ,

ନି ଧରୁ ନା ମୋର୍ କାନ୍ଦିକିଏ ଦୁଖେ,

ଡରୁଥିସିଁ ବଢା ସେ ଦୁଖ୍ କେ ସତେ।

କନ୍ଟା କେ ମୁଇ ନି ଡରେ କେଭେ,

ଡରସି ମୁଇ ଫୁଲ୍ କେ କେତେ,

ଯେ ଦେସି ଦରଦ୍ ହସି ହୁରଦ୍ କେ,

ଡରୁଥିସିଁ ବଢା ସେ ଫୁଲ୍ କେ ସତେ।

ସପ୍ନା ମେହେର୍


Rate this content
Log in

Similar oriya poem from Fantasy