Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Priyadarsini

Inspirational

4.9  

Subhashree Priyadarsini

Inspirational

ଆଗୋ ମୋର୍ ଭାରତ ମାତା କି ଜୟ 🙏

ଆଗୋ ମୋର୍ ଭାରତ ମାତା କି ଜୟ 🙏

1 min
1.0K


" ଆଗୋ ମୋର୍ ଭାରତ ମାତା କି ଜୟ

ଆଗୋ ମୋର୍ ହିନ୍ଦୁସ୍ଥାନ କି ଜୟ

ଆଗୋ ମୋର୍ ଯବାନ ଭାଇ କି ଜୟ

ଆଗୋ ମୋର୍ କିଶାନ୍ ଭାଇ କି ଜୟ "

ଜୟ ହିନ୍ଦ୍ ଜୟ ହିନ୍ଦ୍ ଜୟ ହିନ୍ଦ୍........


" ଆଗୋ ବନ୍ଦେ ଗୋ ଭାରତ ମାତା

ଆଗୋ ତତେ ଗଢ଼ିଲା କେଉଁ ବିଧାତା

ଆଗୋ ଜାର୍ ତୋ କୋଳେ ନାଇଁ ତାହା ସଂସାରେ ନାହିଁ

ଆଗୋ ମା ତୁ ଯୁଗେ ଯୁଗେ ବନ୍ଦନୀୟା "

ଜୟ ହିନ୍ଦ୍ ଜୟ ହିନ୍ଦ୍ ଜୟ ହିନ୍ଦ୍.......


" ଆଗୋ ଜନନୀ ଜନ୍ମଭୂମି ସ୍ୱର୍ଗାଦପୀ ଗରୀୟସି

ଆଗୋ ଦେବଭୂମି ଅର୍ଯ୍ୟଭୂମି ମାତୃଭୂମି ଭାରତ

ଆଗୋ ଜାଣୁନା ଆମେ ବୌଦ୍ଧ ଖ୍ରୀଷ୍ଟ ହିନ୍ଦୁ ମୁସଲମାନ

ଆଗୋ ସଭିଏଁ ଏଠି ସଭିଏଁ ଭାଇ ନାଇଁରେ ବଡ଼ ସାନ "

ଜୟ ହିନ୍ଦ୍ ଜୟ ହିନ୍ଦ୍ ଜୟ ହିନ୍ଦ୍.........


Rate this content
Log in

Similar oriya poem from Inspirational