Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୦୫

ଜୀବନ ଗୀତା-୩୦୫

1 min
406


ଜୀବନର ନାଭିନାଡ

ମାଟି ସହ ଯୁକ୍ତ

ମାଟି ସହିତ ଜୀବନ

ଅଙ୍ଗାଙ୍ଗୀ ଜଡିତ ॥୦॥

ପାଇ ହରାଇବା

ନପାଇ ପାଇବା,

ମାଟିର ମହକ ଛୁଆଁ

ପାଇନି ଯିଏ

ଜୀବନ ତାର ଅସାର

ଅଲୋଡା ହୁଏ

ମାଟିର ମାୟା ସର୍ବଦା

କରେ ଆକର୍ଷିତ ॥୧॥

ଖୋଜିବା ଲୋଡିବା

ଭିତରେ ମଜ୍ଜିବା,

ଭଙ୍ଗୁର ଜୀବନ ଶେଷେ

ମାଟିରେ ମିଶେ

ମାଟିରୁ ଜନମି ପୁଣି

ମାଟି ହୁଏସେ

ଜୀବନ ଜନ୍ମରୁ ମାଟି

ସହ ସଂପର୍କିତ ॥୨॥


Rate this content
Log in