Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଣୁତେଣୁ18
ଏଣୁତେଣୁ18
★★★★★

© Neelima Nivedita Behera

Others

1 Minutes   6.7K    3


Content Ranking

ଦ୍ଵିତୀୟାରୁ ଦ୍ଵାଦଶୀ

ଋତୁ ନୁହେଁ ରୂପସୀ

ଜହ୍ନର ସେ ଜୋଚ୍ଛନା ନା

ହସ ଏକ ତାରକସି ?

କେଜାଣି....ସେ ଥିଲା କେଉଁ ତିଥି

ପ୍ରତୀକ୍ଷାର ଉଜାଣି ଯାଇଥିଲା ବିତି


ଆଜି କିନ୍ତୁ ପୁନେଇଁ

ମିଳିଛି ମନର କଳା କହ୍ନେଇ

ଅନ୍ଧାର ଆଲୋକ ହେଲେ ଏକାକାର

ନୀଳ ନିରବତା, ନିର୍ଜନ ନଈ ।

ଜହ୍ନ ପ୍ରତୀକ୍ଷା ରୂପସୀ

Rate the content


Originality
Flow
Language
Cover design

Comments

Post


Some text some message..