Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

2  

Neelima Nivedita Behera

Others

ଏଣୁତେଣୁ18

ଏଣୁତେଣୁ18

1 min
6.7K


ଦ୍ଵିତୀୟାରୁ ଦ୍ଵାଦଶୀ

ଋତୁ ନୁହେଁ ରୂପସୀ

ଜହ୍ନର ସେ ଜୋଚ୍ଛନା ନା

ହସ ଏକ ତାରକସି ?

କେଜାଣି....ସେ ଥିଲା କେଉଁ ତିଥି

ପ୍ରତୀକ୍ଷାର ଉଜାଣି ଯାଇଥିଲା ବିତି


ଆଜି କିନ୍ତୁ ପୁନେଇଁ

ମିଳିଛି ମନର କଳା କହ୍ନେଇ

ଅନ୍ଧାର ଆଲୋକ ହେଲେ ଏକାକାର

ନୀଳ ନିରବତା, ନିର୍ଜନ ନଈ ।


Rate this content
Log in