ଭୋଟର
ଭୋଟର
କରନାହିଁ
ଝାଉଁ ବଣେ ଝଡ଼ ଚର୍ଚ୍ଚା
ଭାରି ନହକା ଛାଲ
ଏ ଗଛ ଗୁଡାକ ଗଣ୍ଡିରେ,,,
ମଣିଷ ନୋହୁଁ
ଖେଳଣା ଡୁଗୁଡୁଗି ଆମେ
ଇଚ୍ଛାମତେ ବଜାଅ ଆମକୁ
ନିର୍ବାଚନୀ ବଡଦାଣ୍ଡରେ ।
ପ୍ରତିଭା ପ୍ରିୟଦର୍ଶିନୀ
କରନାହିଁ
ଝାଉଁ ବଣେ ଝଡ଼ ଚର୍ଚ୍ଚା
ଭାରି ନହକା ଛାଲ
ଏ ଗଛ ଗୁଡାକ ଗଣ୍ଡିରେ,,,
ମଣିଷ ନୋହୁଁ
ଖେଳଣା ଡୁଗୁଡୁଗି ଆମେ
ଇଚ୍ଛାମତେ ବଜାଅ ଆମକୁ
ନିର୍ବାଚନୀ ବଡଦାଣ୍ଡରେ ।
ପ୍ରତିଭା ପ୍ରିୟଦର୍ଶିନୀ