Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Tragedy Romance

3  

Dr Susmita Dash

Tragedy Romance

ପ୍ରେମ ଓ ପ୍ରତୀକ୍ଷା

ପ୍ରେମ ଓ ପ୍ରତୀକ୍ଷା

1 min
6.5K


ପ୍ରତୀକ୍ଷାରେ ତୁମ,

ଅବିରତ ଯନ୍ତ୍ରଣା,

ମୋ ହୃଦୟରେ।

ତୁମେ ବି ଖୋଜିବ

ବିଜନତାରେ,

ଶୀତ ରାତିର ଅନ୍ଧକାରରେ,

ଗ୍ରୀଷ୍ମର ଉତ୍ତାପରେ,

ବର୍ଷାର ପ୍ରକୋପରେ

ମୋ ସାହଚର୍ଯ୍ୟ,

ସମ ତୀବ୍ରତାରେ।

ତୁମେ ବି ଯିବ ସେ ସମୁଦ୍ର ତଟ

ବାରମ୍ବାର ,

କରିବାକୁ ସ୍ମୃତିକୁ କ୍ଷୀପ୍ରତର,

ନୃତ୍ୟରତ ଢେ଼ଉରେ ପାଇବ 

ମୋ ପ୍ରତିବିମ୍ବ,

ଲୀନ ହେଉଥିବ ସାଗର ଗର୍ଭରେ,

ଆଉ ତୁମ ଧୈର୍ଯ୍ୟ,

ବିଚ୍ଛିନ୍ନ ହୋଇ ମୋ ଠାରୁ,

କଚାଡି ହେଉଥିବ, ବେଳାଭୂମିରେ।


Rate this content
Log in