Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bela Bhumi

Inspirational Romance

2  

Bela Bhumi

Inspirational Romance

ସ୍ୱପ୍ନଦ୍ୱୀପ ଋତୁଚକ୍ରେ ବସନ୍ତବାହୁ

ସ୍ୱପ୍ନଦ୍ୱୀପ ଋତୁଚକ୍ରେ ବସନ୍ତବାହୁ

1 min
6.9K


ନିରୋଳା ମୂହୁର୍ତ୍ତ ଯେବେ

ଆଲିଙ୍ଗନ କରେ

ସ୍ୱପ୍ନଦ୍ୱୀପ ଋତୁଚକ୍ରେ

ବସନ୍ତ ବାହୁଡେ ,

କୃଷ୍ଣଚୂଡ଼ା ଝରିପଡ଼େ କ୍ଲାନ୍ତ ଗୋଧୂଳିରେ 

ରକ୍ତଝରା .....ଦୂର ଦିଗ୍ ବଳୟ …,

ନିଷିଦ୍ଧ ଯୌବନେ ଜାଗେ ଅଶାନ୍ତ ବାସନା

ହୃଦୟ ବିବଶ ଏଠି

ପ୍ରେମଟା ମାଧ୍ୟମ ଖାଲି

ଆଉ ସବୁ ନିଚ୍ଛକ ବାହାନା …….।।

ତପନ ଦୀକ୍ଷିତ (ବେଳାଭୂମି) 


Rate this content
Log in

Similar oriya poem from Inspirational