Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ୱପ୍ନଦ୍ୱୀପ ଋତୁଚକ୍ରେ ବସନ୍ତବାହୁ
ସ୍ୱପ୍ନଦ୍ୱୀପ ଋତୁଚକ୍ରେ ବସନ୍ତବାହୁ
★★★★★

© Bela Bhumi

Inspirational Romance

1 Minutes   6.8K    3


Content Ranking

ନିରୋଳା ମୂହୁର୍ତ୍ତ ଯେବେ

ଆଲିଙ୍ଗନ କରେ

ସ୍ୱପ୍ନଦ୍ୱୀପ ଋତୁଚକ୍ରେ

ବସନ୍ତ ବାହୁଡେ ,

କୃଷ୍ଣଚୂଡ଼ା ଝରିପଡ଼େ କ୍ଲାନ୍ତ ଗୋଧୂଳିରେ 

ରକ୍ତଝରା .....ଦୂର ଦିଗ୍ ବଳୟ …,

ନିଷିଦ୍ଧ ଯୌବନେ ଜାଗେ ଅଶାନ୍ତ ବାସନା

ହୃଦୟ ବିବଶ ଏଠି

ପ୍ରେମଟା ମାଧ୍ୟମ ଖାଲି

ଆଉ ସବୁ ନିଚ୍ଛକ ବାହାନା …….।।

ତପନ ଦୀକ୍ଷିତ (ବେଳାଭୂମି) 

ଆଲିଙ୍ଗନ ବସନ୍ତ କୃଷ୍ଣଚୂଡ଼ା

Rate the content


Originality
Flow
Language
Cover design

Comments

Post


Some text some message..