ମୋ ସ୍ଵପ୍ନ
ମୋ ସ୍ଵପ୍ନ
1 min
6.7K
ସାଥି ମୁଁ ତୁମକୁ ପାଇ ଆଜି
ଜୀବନରେ ସବୁ କିଛି ପାଇଛି
ତୁମର ସେହି ମିଠା କଥା
ମୋ ମନରେ ପ୍ରଦୀପ ଶିକ୍ଷା
ଭାବୁଛି ବସି ଜହ୍ନ ରାତିରେ
ତୁମରି ସେହି ଅଭୁଲା ପ୍ରୀତି
ତୁମର ସେହି ନୀଳ ଆଖି
ସତେ ଯେମିତି ନୀଳ ସାଗର ପରି
ନିତି ଜାଳୁଛି ତୁମ ପାଇଁ ଦୀପ
ହେ ମହାରାଣୀ ମୋର ତୁମେ ମୋ ସପ୍ନ.......
ପ୍ରମିଳା ସାହୁ