Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ଜନ୍ମ

ଜନ୍ମ

1 min
6.5K


ମନୁଷ୍ୟ ଜୀବ ଅଢେଇ ଦିନର
ଲୋଭ ମୋହମାୟା ତ୍ୟାଗ କର
ନିରୋଗ ରହିବା ପାଇଁ
ନିତି କର ଯୋଗ ଅଭ୍ୟାସ
ମନୁଷ୍ୟ ଶ୍ରେଷ୍ଠ ପ୍ରାଣୀ
ଜୀବନକୁ ନଷ୍ଟ କରନାହିଁ
ସବୁବେଳେ କର ଭଲ କାର୍ଯ୍ୟ
ଖୁସିରେ ରହିବ ସାରା ଜୀବନ
ମନୁଷ୍ୟ ଜନ୍ମ ଈଶ୍ୱରଙ୍କ ଦାନ
କେବେଦିଏ ନାହିଁ କାହା ମନରେ ଦୁଃଖ....
ପ୍ରମିଳା ସାହୁ


Rate this content
Log in