Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Others

2  

LAXMAN KUMAR BEHERA (ଯତି)

Others

ହୃଦୟର କଥା

ହୃଦୟର କଥା

1 min
6.5K


ଯଦି ମୁଁ ତୁମକୁ ମୋ ଅନ୍ତରରେ

ଘୃଣା କରୁଥାଏ,

ତୁମକୁ ତ ପୁଣି କେହି ଜଣେ

ତା' ହୃଦୟରେ

ପୂଜା କରୁଥିବ ନା, ନିତି ଝୁରୁଥିବ ନା !

ଠିକ୍ ସେମିତି -

ଯଦି ତୁମେ ମୋତେ ଘୃଣା କରୁଥାଅ,

କେହି ତ ଜଣେ

ତା' ହୃଦୟରେ ମୋତେ

ପୂଜା କରୁଥିବ ନା !

ଭଲ ପାଉଥିବ ନା !

ଖୋଜୁଥିବ ନା !

ଝୁରି ଝୁରି ନିତି ତା' ଆଖିରୁ ଲୁହ ଝରାଉଥିବନା !

ନିରବରେ •••💘❤💟


ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ-09668242720


💛💙💚💜💟💖


Rate this content
Log in