Audio

Forum

Read

Contests

Language


Write

Sign in
Wohoo!,
Dear user,
ହୃଦୟର କଥା
ହୃଦୟର କଥା
★★★★★

© LAXMAN KUMAR BEHERA (ଯତି)

Others

1 Minutes   6.5K    2


Content Ranking

ଯଦି ମୁଁ ତୁମକୁ ମୋ ଅନ୍ତରରେ

ଘୃଣା କରୁଥାଏ,

ତୁମକୁ ତ ପୁଣି କେହି ଜଣେ

ତା' ହୃଦୟରେ

ପୂଜା କରୁଥିବ ନା, ନିତି ଝୁରୁଥିବ ନା !

ଠିକ୍ ସେମିତି -

ଯଦି ତୁମେ ମୋତେ ଘୃଣା କରୁଥାଅ,

କେହି ତ ଜଣେ

ତା' ହୃଦୟରେ ମୋତେ

ପୂଜା କରୁଥିବ ନା !

ଭଲ ପାଉଥିବ ନା !

ଖୋଜୁଥିବ ନା !

ଝୁରି ଝୁରି ନିତି ତା' ଆଖିରୁ ଲୁହ ଝରାଉଥିବନା !

ନିରବରେ •••💘❤💟


ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ-09668242720


💛💙💚💜💟💖

ହୃଦୟ ପୂଜା ଲୁହ

Rate the content


Originality
Flow
Language
Cover design

Comments

Post


Some text some message..