Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta Nayak

Inspirational

2  

Susanta Nayak

Inspirational

ମା’

ମା’

1 min
6.8K


ସେ ମୋ ମ’

ଜନମ ଦେଇଛି ମୋତେ

ଦୁନିଆ ଦେଖାଇଛି ମୋତେ..

ଚଲା ଶିଖାଇଛି ମୋତେ..

ପ୍ରତିଟି ଶବ୍ଦ ଶିଖାଇଛି ମୋତେ

ମୁଁ ଯେତେବେଳେ ବିଷାଦଗ୍ରସ୍ତ

ମହୌଷଧି ତାର ଅଗାଢ଼ ସ୍ନେହ

ଭୁଲ ସୁଧାରିଛି ମୋର

ଦୁନିଆରେ ବଞ୍ଚିବା ପାଇଁ ରାସ୍ତା ଦେଖାଇଛି ସିଏ

ଜୀବନର ପ୍ରତିଟି ପ୍ରଶ୍ନର ଉତ୍ତର ଦେଇଛି ସିଏ


Rate this content
Log in

Similar oriya poem from Inspirational