Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ତିନି ଭଗାରୀ

ତିନି ଭଗାରୀ

1 min
6.8K


ଋଣ ରୋଗ ଶତୃ   ତିନିଟି ଭଗାରୀ

ମଣିଷ ଜୀବନ ପାଇଁ

ପଡିଲେ ହାବୁଡେ   ଦିନଟିଏ ହେଲେ

ବସି ଶୋଇ ହୁଏ ନାହିଁ


କଷ୍ଟ ହେଉ ପଛେ  ଋଣ ରୋଗ ଦାଉ

ହୁଏତ ସହି ପାରିବ

ହେଲେ ଶତୃ କଷ୍ଟ  ସହି ନ ହୋଇବ

ଏହା ସତ୍ୟ ଅନୁଭବ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in