Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Tragedy

2  

Banali Dash

Tragedy

ସ୍ମୃତି ର ଈଲାକା

ସ୍ମୃତି ର ଈଲାକା

1 min
6.8K


ସ୍ମୃତି ମୋ'ର ଠିକ୍ ସେଇ ଏକ ରୂପେଲି ଜହ୍ନ ରାତି

ସ୍ୱପ୍ନର ଇଲାକାରେ ମୁଁ ଯେ ଘୂରି ବୁଲୁଛି,

ଜାଣେନା ଆକାଶର ଦୁଆରେ

ଜହ୍ନ ଏକ ମହୁମାଛି କି ନା !

ତଥାପି ମୁଁ ତା'ର ଠିକଣା

ଅଣନିଃଶ୍ବାସୀ ହେଇ ଖୋଜି ବୁଲୁଛି।

ଫିକା ଫିକା ଜହ୍ନ ଆଲୁଅରେ ଗୁମୁରି ଗୁମୁରି କାନ୍ଦେ,

ଆଜି ବି ମୋ' ଆତ୍ମା ଫୁଲ;

ଜାଣେନା ସେ କେବେ ହସିବ ସ୍ମୃତିର ପରଦା ଠେଲି

ସ୍ମୃତି କହେ ମୋତେ ଶପଥ କରେଇ,

କେବେ ବି ନ କାନ୍ଦିବାକୁ

କିନ୍ତୁ କାହିଁକି କେଜାଣି ମୁଁ ନ କାନ୍ଦି ରହିପାରେନା,

କାନ୍ଦିବାକୁ ମୋତେ ଭାରି ଭଲ ଲାଗୁଛି..


Rate this content
Log in

Similar oriya poem from Tragedy