Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Abstract Inspirational

2  

Amiya Bej

Abstract Inspirational

ଦୀପାବଳି ପରେ

ଦୀପାବଳି ପରେ

1 min
1.2K


ପୁଣିଥରେ ମୋ ଦେହରେ 

କିଏ ଘୋଡିଦେଲା କଳା ଚାଦର !

ମୋ ଭିତରର

ଅହଂକାର ଆଉ ପଶୁପଣ ସବୁ ,

ଖୁନ୍ଦିଖାନ୍ଦି ରହିଗଲେ

ଆଗପରି ସଲାମତ !!

କାଲିପରା ଗଲା ଆଲୁଅର ପର୍ବ ?

ଆଜିପୁଣି ଯେ' ମୋଠାରେ ଏତେସବୁ ଦର୍ପ ??

ହସିକୁହେ, ମୋ ଅଗଣାର ଅଧାପୋଡ଼ା -

ମାଟି ଦୀପ !

" ମୁଁ ତ଼ ଥିଲି ମାତ୍ର ନିମିତ୍ତ ,

ବାକିସବୁ ସିନା ତୋର ଦାୟିତ୍ବ ..."

@ ଅମିୟ

✿✿✿


Rate this content
Log in

Similar oriya poem from Abstract