Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୀପାବଳି ପରେ
ଦୀପାବଳି ପରେ
★★★★★

© Amiya Bej

Abstract Inspirational

1 Minutes   1.1K    6


Content Ranking

ପୁଣିଥରେ ମୋ ଦେହରେ 

କିଏ ଘୋଡିଦେଲା କଳା ଚାଦର !

ମୋ ଭିତରର

ଅହଂକାର ଆଉ ପଶୁପଣ ସବୁ ,

ଖୁନ୍ଦିଖାନ୍ଦି ରହିଗଲେ

ଆଗପରି ସଲାମତ !!

କାଲିପରା ଗଲା ଆଲୁଅର ପର୍ବ ?

ଆଜିପୁଣି ଯେ' ମୋଠାରେ ଏତେସବୁ ଦର୍ପ ??

ହସିକୁହେ, ମୋ ଅଗଣାର ଅଧାପୋଡ଼ା -

ମାଟି ଦୀପ !

" ମୁଁ ତ଼ ଥିଲି ମାତ୍ର ନିମିତ୍ତ ,

ବାକିସବୁ ସିନା ତୋର ଦାୟିତ୍ବ ..."

@ ଅମିୟ

✿✿✿

ମୋ ଆଲୁଅ ପୋଡ଼ା ମାଟି ଦୀପ

Rate the content


Originality
Flow
Language
Cover design

Comments

Post


Some text some message..