Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ଦୀପମାଳା

ଦୀପମାଳା

1 min
397



ବର୍ଷ କୁ ବର୍ଷ ଆସେ ଦେଦୀପ୍ୟମାନ ଦିବ୍ୟ ଦୀପାବଳି,

ଘର ଘର ଅଗଣାରେ ପଙ୍କ୍ତିରେ ସଜନ୍ତି ଦିବ୍ୟ ଦୀପାଳି,

ଶ୍ରିମହାଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ହୁଏ ଦିବ୍ୟକାନ୍ତି ଦୀପାଞ୍ଜଳି,

ଦୀପ ଆରାଧନା ପାଆନ୍ତି ଶ୍ୟାମାକାଳୀ ଭଦ୍ରକ ଭଦ୍ରକାଳୀ |୧|


ଲଙ୍କା ବିଜୟ କରି ଅଯୋଧ୍ୟାରେ ପହଞ୍ଚନ୍ତି ଜୈତ୍ର ଜୟରାମ,

ଦୀପମାଳା ଦ୍ୱାରା ନଗରବାସୀ ଅଭ୍ୟର୍ଥନା କରନ୍ତି ଅବିରାମ,

ବଡ଼ବଡ଼ୁଆ ଡାକ ପର୍ବ ହେତୁ ପ୍ରଷିଦ୍ଧ ଯେ ଶ୍ରୀଜଗନ୍ନାଥ ଧାମ,

ଏହି ଆନନ୍ଦଦାୟକ ଆଲୋକପର୍ବର ଦୀପଜ୍ୟୋତିକୁ ପ୍ରଣାମ |୨|


Rate this content
Log in