Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

0.2  

ଵଳରାମ ତରାଈ

Others

ଆଜି ମଙ୍ଗଳବାର ମା

ଆଜି ମଙ୍ଗଳବାର ମା

1 min
508


ଆଜି ମଙ୍ଗଳବାର

ମଙ୍ଗଳ ବାରେ ମା ମଙ୍ଗଳା ଓଷା

ମଙ୍ଗଳା ମା ଲୋ ହେବୁ ଭରଷା l


କୋଉ ନାମରେ ଡାକିବି ଲେl ତୋତେ

ଛୋଟବେଳୁ ମା ଡାକୁଛି ଲୋ ତୋତେ l


ନାମ ତୋ ଡାକି ଡାକି ସରେନା

ସାହା ହୁଅ ମା କରୁଛି ବନ୍ଦନା।


ବିପଦ ବେଳରେ ଡାକେ ମଙ୍ଗଳା

ତୋର ଦୟା ହେଲେ ଦୁବ ହୁଏ ଦାରୁ l


ଦୋଷ ଥିଲେ କ୍ଷମା କରିଦେବୁ

ତୋ ପଣେତେ ବଳରାମ କୁ ରଖିବୁ


ଶହସ ନାମରୁ କିଛି କରୁଛି ବନ୍ଦନା।


ପଦ ପଦ ଦିଅ କହି ମା 

ସଙ୍କଟ ବାସିନି ହୁଅ ମା ସାହା l


ତୋ ବିନା ମୋତେ କେ କରିବ ଆହା

ତୁ ମୋ ମାଆ ହେବୁ ଲୋ ସାହା l


ଜୟ ମା ମଙ୍ଗଳା 

ଜୟ ମା ଭକ୍ତ ବସ୍ତ୍ରଳା l


ଜୟ ମା ମଙ୍ଗଳା ଜୟ ମା ସାରଳା

କାକଟରେ ଳହିଲୁ ମା ନାମ ମଙ୍ଗଳା l


ବାଙ୍କିରେ ତୁ ମା ନାମ ଚର୍ଚ୍ଚିକା l


ବାଣ ପୁରେ ମା ଭଗବତି ବୋଲାଇ

ଚିଲିକା କୁଳରେ ମା କାଳିଜାଇ l


କଟକରେ ରହିଲୁ ମା କଟକ ଚଣ୍ଡୀ l


ସମଲ ପୁରେ ତୁ ମା ନାମ ସମଲାଈ

ବିରାଜାପୁରେ ମା ନାମ ବିରାଜାଇ l


ଘଟଗାଁ ରହିଲୁ ମା ନାମ ତାରିଣୀ 

ବଡପଦରେ ରହିଲୁ ମା ପାଣ୍ଡବା ଶୁଣି l


ଭୁଷଣ୍ଡପୁର ମା ନାମ ଉଗ୍ରତାରା

ବହପୁରୁ ରହିଲୁ ମା ସିଦ୍ଧି ଭଇରବି l


କଲିକତାରେ ରହିଲୁ ମା ନାମ କାଳି l


ଝଙ୍କଡ ବାସିନି ମା ନାମ ଶାରଳା

ନିଳଚଳେରେ ମା ନାମ ବିମଳା l


ତାଳେଚର ମା ନାମ ହିଙ୍ଗୁଳା

ଭୁବନେଶ୍ୱର ରେ ଗୌରୀ ମା l



Rate this content
Log in