Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dambarudhar Bag

Others Romance

1.0  

Dambarudhar Bag

Others Romance

ମୋ ପ୍ରିୟା

ମୋ ପ୍ରିୟା

1 min
6.9K


କେତେ କଥା ତୁମେ ଶୋଇ ଭାବୁଥିବ

କହି ଦିଅ ଓଠ ଖୋଲି ।

ଭାବି ଭାବି ତୁମେ ଚୁପ୍ ହୁଅ ନାହିଁ

ଭଲପାଅ ମୋତେ ବୋଲି ।

ବିତିଯିବ ପଛେ ଏ ଶୀତଳ ରାତି

ସରିବନି ତୁମ ଭାବନା ।

କହି ଦିଅ ତୁମେ ଭଲ ପାଅ ବୋଲି

ମନା ଜମା ଆଉ କରନା ।

ତୁମେ ପରା ମୋର ମାନସ ମଂଜରୀ

ପ୍ରିୟା ତୁମେ ପରା ମୋର ।

ନିତି ମୁଁ ଭାବୁଛି ତୁମ ସହ ପ୍ରିୟା

କରିବି ସୁଖ ସଂସାର ।


Rate this content
Log in