Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋ ପ୍ରିୟା
ମୋ ପ୍ରିୟା
★★★★★

© Dambarudhar Bag

Others Romance

1 Minutes   6.9K    8


Content Ranking

କେତେ କଥା ତୁମେ ଶୋଇ ଭାବୁଥିବ

କହି ଦିଅ ଓଠ ଖୋଲି ।

ଭାବି ଭାବି ତୁମେ ଚୁପ୍ ହୁଅ ନାହିଁ

ଭଲପାଅ ମୋତେ ବୋଲି ।

ବିତିଯିବ ପଛେ ଏ ଶୀତଳ ରାତି

ସରିବନି ତୁମ ଭାବନା ।

କହି ଦିଅ ତୁମେ ଭଲ ପାଅ ବୋଲି

ମନା ଜମା ଆଉ କରନା ।

ତୁମେ ପରା ମୋର ମାନସ ମଂଜରୀ

ପ୍ରିୟା ତୁମେ ପରା ମୋର ।

ନିତି ମୁଁ ଭାବୁଛି ତୁମ ସହ ପ୍ରିୟା

କରିବି ସୁଖ ସଂସାର ।

ତୁମେ ଓଠ ଭାବନା

Rate the content


Originality
Flow
Language
Cover design

Comments

Post

Some text some message..