Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational

2  

KUMUDA CHANDRA DALEI

Inspirational

ନିଜକୁ ନିଜେ ପଚାର

ନିଜକୁ ନିଜେ ପଚାର

1 min
6.7K


ନିଜକୁ ନିଜେ ପଚାର ଥରେ

ବ୍ୟବସାୟ ଯେତେ ଭାରତର

ଜୀବନ ଜୀବିକା ବ୍ୟବସାୟକୁ

ଆଦରି ନେଲ କର୍ମର

ବାଣିଜ୍ୟ ପରା ଲକ୍ଷ୍ମୀଙ୍କ ସ୍ଥାନ

ଅଭାବୀ ନୋହିବ ଅର୍ଥର

କଳା ବଜାରି କୀଳ ପୋତେଇ

ବିରୁଦ୍ଧ ନୁହେଁ କି ଆଚାରର

ଅପ ମିଶ୍ରଣ କମ୍ ଓଜନ

ନୁହେଁ ଅବିବେକୀ କର୍ମର

ଆଶୁ ଜନତା ଭୋଗନ୍ତି କଷ୍ଟ

ବଞ୍ଚିବା ସଭିଙ୍କ ଅଧିକାର

ନିଜର ମାଣ ବଢିବ ପାଇଁ

କାହିଁକି ଏତେ ତତ୍ପର

ଆସିଛ ଖାଲି ଯିବ ବି ଖାଲି

ଶ୍ରୁତି ଯାହା କର୍ମ ଫଳର

ସମ୍ମୁଖେ ପରା ଧର୍ମ ନିକିତି

ବିଶ୍ଵାସ ରହିଚି ଜନତାର

କାହିଁକି କର ଏ କୁ ବିଚାର

ନିଜକୁ ନିଜେ ପଚାର..... କ୍ରମଶ


Rate this content
Log in

Similar oriya poem from Inspirational