Audio

Forum

Read

Contests

Language


Write

Sign in
Wohoo!,
Dear user,
ନିରବର ଚୁପ୍
ନିରବର ଚୁପ୍
★★★★★

© Sandhya Rani Panigrahy

Others

1 Minutes   6.8K    5


Content Ranking

ଚୁପ୍ ରହିବା ତୁମେ ଶିଖିପାରିଛ

ମୁଁ କେଉଁ ଶିଖିପାରିଛି

ବେଳେ ବେଳେ ମୋତେ ଲାଗୁଛି

ନ କହିବା ଠିକ୍ ହେଉଛି

ନ କହି ମୁହଁ ବନ୍ଦ ରଖିବାର ମୋହ

ବଡ ଅସ୍ତବ୍ୟସ୍ତ ନ କହିବା କୁହ

ଦେଖା ହେଲେ ବି ଛଳନା ଜାଣି ନ ଜାଣିବା 

ବାରମ୍ବାର ସେଇ ଏକ ରାସ୍ତାରେ ଚାଲିବା

ଏଥର ଭାବିଛି ମୋ ହୃଦୟ ତଳେ ପେଡିରେ

ଥୋଇଦେବି ଭାରାକ୍ରାନ୍ତ ମନକୁ ହାଲକା ଫୁଲକାରେ

ତୁମେ ଦେଖ ସପନ ହଜାରେ.

ହଜ ଏଥର ମୋ ନଖ ଦର୍ପଣରେ

ଦେଖା ହେଲେ ଆଉ ନ ଚିହ୍ନିବ 

ରାସ୍ତାକଡରେ ପଥ ନ ଓଗାଳିବ

ଭୁଲିବି ଏ ନିର୍ଜନ ପୃଥିବୀ ଓ ଧିକ୍କାର 

ଅପେକ୍ଷା ଏ ଶେଷ ଅନୁରୋଧ ପ୍ରେମର

ମୋହ ବାରମ୍ବାର ଚୁପ୍

Rate the content


Originality
Flow
Language
Cover design

Comments

Post


Some text some message..