Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhya Rani Panigrahy

Others

2  

Sandhya Rani Panigrahy

Others

ନିରବର ଚୁପ୍

ନିରବର ଚୁପ୍

1 min
6.9K


ଚୁପ୍ ରହିବା ତୁମେ ଶିଖିପାରିଛ

ମୁଁ କେଉଁ ଶିଖିପାରିଛି

ବେଳେ ବେଳେ ମୋତେ ଲାଗୁଛି

ନ କହିବା ଠିକ୍ ହେଉଛି

ନ କହି ମୁହଁ ବନ୍ଦ ରଖିବାର ମୋହ

ବଡ ଅସ୍ତବ୍ୟସ୍ତ ନ କହିବା କୁହ

ଦେଖା ହେଲେ ବି ଛଳନା ଜାଣି ନ ଜାଣିବା 

ବାରମ୍ବାର ସେଇ ଏକ ରାସ୍ତାରେ ଚାଲିବା

ଏଥର ଭାବିଛି ମୋ ହୃଦୟ ତଳେ ପେଡିରେ

ଥୋଇଦେବି ଭାରାକ୍ରାନ୍ତ ମନକୁ ହାଲକା ଫୁଲକାରେ

ତୁମେ ଦେଖ ସପନ ହଜାରେ.

ହଜ ଏଥର ମୋ ନଖ ଦର୍ପଣରେ

ଦେଖା ହେଲେ ଆଉ ନ ଚିହ୍ନିବ 

ରାସ୍ତାକଡରେ ପଥ ନ ଓଗାଳିବ

ଭୁଲିବି ଏ ନିର୍ଜନ ପୃଥିବୀ ଓ ଧିକ୍କାର 

ଅପେକ୍ଷା ଏ ଶେଷ ଅନୁରୋଧ ପ୍ରେମର


Rate this content
Log in