Audio

Forum

Read

Contests

Language


Write

Sign in
Wohoo!,
Dear user,
କଥା ଦେ
କଥା ଦେ
★★★★★

© Chinmayee Barik

Romance

1 Minutes   6.8K    3


Content Ranking

ମୁଠାଏ ଅବିର ଆଣିଥିଲି

ତୋ ନାଲି ହୃଦୟରେ ବୋଳି

ଚିରକାଳ ସବୁଜ ରଖିବାକୁ ....

ଜାଣିଛି ତୁ ଭାରୀ ପ୍ରେମୀ

କେଜାଣେ କେବେ ବାଟ ହୁଡିଯିବୁ

ସତମିଛର ଛାଇ ଖେଳରେ

ମୋତେ ବି ହଜେଇ ଦେବୁ ...

ଏମିତି କେତେ ରଂଗ ଆସିବ

କେତେ ହୋଲି ବି ଆସିବ

ନାଲି,ନେଳି,ହଳଦିଆ ରଂଗ

ତୋ ଦେହରେ ବାଜିବ ...

କିନ୍ତୁ ମନେ ରଖିବୁ

ତୋ ହୃଦୟକୁ ସଦାବେଳେ

ସବୁଜ କରି ରଖିବାରେ

ମୁଁ ରଂଗ ବୋଳିଛି ....

ଗଛପତ୍ରରେ ଶାଗୁଆ

ରଂଗ ବି ଭରିଛି

ଯେବେ ବି ଦେଖିବୁ

ନିଜକୁ ପ୍ରେମୀ ବନେଇବୁ

ପ୍ରେମରେ ମାତିବୁ ...

କଥା ଦେ..ଜୀବନ ତମାମ

ତୁ ଗୋଟିଏ ପୋଖତ

ପ୍ରେମୀ ହୋଇ ଜିଇଁବୁ

ଗୋଟିଏ ଅପ୍ରେମ ଦୁନିଆରେ....

କଥା ଦେ ପ୍ରେମୀ ହୃଦୟ

Rate the content


Originality
Flow
Language
Cover design

Comments

Post


Some text some message..