Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

2  

Debabrata Jena

Others

ବିଘ୍ନ ବିନାଶକ....

ବିଘ୍ନ ବିନାଶକ....

1 min
1.1K



ଅଜ୍ଞାନ ନାଶକ ଜ୍ଞାନ ପ୍ରଦାୟକ,

ତୁମେ ବିଘ୍ନ ବିନାଶକ l

ତମସା ବିନାଶି ଆଲୋକ ପ୍ରକାଶି,

ରକ୍ଷା କର ବିନାୟକ ।।

ଶମ୍ଭୁ ତୁମ୍ଭ ପିତା କାର୍ତ୍ତିକେୟ ଭ୍ରାତା,

କୈଳାସ ତୁମ ନିବାସ l

ମୂଷିକର ପୃଷ୍ଠେ ତୁମେ ଉପବିଷ୍ଟ

ଶଙ୍କର ସୁତ ଗଣେଶ ।।

ଜୀଵ ଦୁଃଖହାରୀ,ପ୍ରାଣୀ ସୁଖକାରୀ,

ତୁମେ ପାର୍ବତୀ ତନୟ।।

ଜ୍ଞାନ ,ବୁଦ୍ଧି, ବଳେ ଏହି ମହୀ ତଳେ,

ତୁମ୍ଭ ସରି କିଏ କୁହ ?

ପାପସଂହାରକ ଓ ସମୃଦ୍ଧିଦାୟକ,

ତୁମ୍ଭେ ପ୍ରଭୁ ଗଜାନନ l

ଏ ମହୀମଣ୍ଡଳେ ଆଦ୍ୟେ ପୂଜା ପାଇଁ

କରୁଛୁ ତୁମ୍ଭେ ଆହ୍ୱାନ ।।

ପାପ କଳୁଷର ଅସହ୍ୟ ଭାରରେ ,

ମହୀ ଆଜି ରସାତଳ l

ଏତିକି ମାଗୁଣି କରୁଛି ବାହୁନି

ଜଗତକୁ ରକ୍ଷା କର ।।


Rate this content
Log in