Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Romance Others Abstract

2.5  

Susil Pani

Romance Others Abstract

ଆଶା ଓ ଭାବନା

ଆଶା ଓ ଭାବନା

1 min
6.8K


ବେସୁରା ଏ ଜୀବନରେ ଅସରାଏ ବରଷା ।

ଝରିପଡେ ଠୋପା ଠୋପା ହୋିଇ ଭିଜେ ନାହିଁ ଦେହଟା ।।(୧)

ଖରାରେ ପଡେ ଝାଉଁଳି ଶିତରେ ଯାଏ ଶିତେଇ ।

ଅମାନିଆ ନଦି ପରି ବୋହିଯାଏ ଗମ୍ ଗମ୍ ଝାଳର ଝରଣା ।।

ମନରେ ଅସୁମାରି ଆସା ଆଉ ରଙ୍ଗିନ୍ ସ୍ବପ୍ନର ଲାଳସା ।

ହେଲେ ଶୋଷ ମେଣ୍ଟେ ନାହିଁ କି ଭୋକ ମରେ ନାହିଁ।।

ମନରେ ଅଭାବ ହେଲେ ହୃଦୟରେ ହୋଇଯାଏ ତୃଷ୍ମା ।

ପାଇବାର ଆବେଗରେ ଧନ୍ଧିହୋଇ ପାଏ ଖାଲି ଅପମାନ ଓ ଲାଞ୍ଛନା ।।

ମାନ ଯେତେ କଲେବି ବୁଝିବାକୁ କେହି ନଥାନ୍ତି ।

ସହି ସହି ନିନ୍ଦେ ନିଜର ଭାଗ୍ୟ ଆଉ ଭାବନା ।।

ଅସୁମାରି ଆସା ଓ ରଙ୍ଗିନ୍ ସ୍ବପ୍ମର ଅନ୍ତ ଘଟେ ।

ରହିଯାଏ ମନରେ ଅବଶୋଷ ଆଉ ହୃଦୟରେ ଅସହ୍ୟ ବେଦନା ।।

@ ସୁସିଲ୍ ପାଣି,ପୁରୀ ।


Rate this content
Log in

Similar oriya poem from Romance