Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

0.2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ଧରଣୀ ପେନୁ

ଧରଣୀ ପେନୁ

1 min
6.6K


ଏଠି

ଉଗ୍ର ଆଧୁନିକ

ଶ୍ରେଷ୍ଠ ବୈଜ୍ଞାନିକ

ଦେବତାକୁ କିବା ମାନୁଛି ?

ଦେଖ

ସରଳ ବିଶ୍ଵାସୀ ପ୍ରିୟ ଆଦିବାସୀ

ଧରଣୀ ପେଇନୁକୁ ପୂଜୁଛି।

ଧରଣୀ ପେନୁ-ମାଟି ଦେବତା

ଆଦିବାସୀ ସିନା ବୁଝିଛି,

ଏହି ମହାନତା ଆଉ କେ ବୁଝିଛି ?

ଆଧୁନିକ ଏଠି ହସୁଛି ।

ସୃଷ୍ଟିର ସ୍ଥଳ ଜୀବ-ଜଗତର

ମାତୃ ଭୂମିକୁ ସେ ଚିହ୍ନିଛି,

ଧରଣୀ ପେନୁର ସନ୍ତାନ ବୋଲାଇ ନିଜ ପରିଚୟ ଦେଉଛି।

ମହାନୁଭବି ସେ ମହାନ ଜାତିର

ମହାଶିକ୍ଷା ଦେଉଅଛି,

ସେହି ଜାତି ସାଥେ ଧରଣୀ ପେନୁକୁ ଅଧମ ପ୍ରଣାମ କରୁଛି ।

ସଂଜୟ କୁମାର ଦୀପ


Rate this content
Log in

Similar oriya poem from Inspirational