Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୪୯
ସଂଳାପ-୪୯
★★★★★

© Ram Prasad Bisoi

Others

1 Minutes   6.7K    7


Content Ranking

ସଂଳାପ-୪୯
 
ଜାଣେ ନି କିଏ ? କିଏ ? ଥିବେ ମୋ ସହଚରୀ,
ମୃତ୍ୟୁ ପରେ 
ଶବଯାତ୍ରାରେ,
କିନ୍ତୁ,
ତୁମେ ନିଶ୍ଚିତ 
ଥିବ,ପ୍ରିୟତମା
କାରଣ,
ମୁଁ ତୁମ ହୃଦୟକୁ କରିଛି ରେଖାଙ୍କିତ,
ତେଣୁ
ଆତ୍ମୀୟଙ୍କ ଠାରୁ ତୁମ ସ୍ଥାନ
ବନ୍ଧୁ/ବାନ୍ଧବୀ
ମୋ ନିକଟରେ ବହୁ ଉର୍ଦ୍ଧ୍ୱ
ତୁମେ,
ହିମାଳୟ---------------!
©®କାଶ୍ୟପ,ରାୟଗଡା

ସଂଳାପ-୪୯

Rate the content


Originality
Flow
Language
Cover design

Comments

Post


Some text some message..