Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୪୯

ସଂଳାପ-୪୯

1 min
6.7K


ସଂଳାପ-୪୯
 
ଜାଣେ ନି କିଏ ? କିଏ ? ଥିବେ ମୋ ସହଚରୀ,
ମୃତ୍ୟୁ ପରେ 
ଶବଯାତ୍ରାରେ,
କିନ୍ତୁ,
ତୁମେ ନିଶ୍ଚିତ 
ଥିବ,ପ୍ରିୟତମା
କାରଣ,
ମୁଁ ତୁମ ହୃଦୟକୁ କରିଛି ରେଖାଙ୍କିତ,
ତେଣୁ
ଆତ୍ମୀୟଙ୍କ ଠାରୁ ତୁମ ସ୍ଥାନ
ବନ୍ଧୁ/ବାନ୍ଧବୀ
ମୋ ନିକଟରେ ବହୁ ଉର୍ଦ୍ଧ୍ୱ
ତୁମେ,
ହିମାଳୟ---------------!
©®କାଶ୍ୟପ,ରାୟଗଡା


Rate this content
Log in