Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Abstract Fantasy

5.0  

ବି. ନିରୁପମା

Abstract Fantasy

ଆନମନା କରୁଥିଲା

ଆନମନା କରୁଥିଲା

1 min
221


ଆନମନା କରୁଥିଲା

ବାଲୁକା ପ୍ରାନ୍ତର ,

କିଏ କେଉଁ ଛଟକରେ

କଲା କି ମନ୍ତର !


ସାଗରର ନୀଳ ଢେଉ

ନାଚି ଦେଲା ଠାରି ,

ଚାହୁଁଥିଲା ଦିଗବଳୟ

ପାରେ ଲାଲ ପରୀ ।


ତା' ହସରୁ ଚେନଏ ସେ

ଯେବେ ଦେଲା ଛାଟି ,

ସରମେ ବାଲୁକା ଶେଯେ

ପଡ଼ିଲି ମୁଁ ଲୋଟି ।




ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in