Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Inspirational

2  

Ambika Swain

Inspirational

ପବିତ୍ର ବଦ୍ଧନ

ପବିତ୍ର ବଦ୍ଧନ

1 min
7.1K


ସଂସାର ନୌକାରେ ବସିଅଛ ଆମେ

ପବିତ୍ର ବଦ୍ଧନେ ବାନ୍ଧି

ସୁଖ ଓ ଦୁଃଖର ସାଥୀ ହେବା ପାଇଁ

ହାତ ମୋ ଧରିଛ ଛନ୍ଧି

ଏ ସଂସାର ପଥର ଯାତ୍ରୀ ହୋଇ ମୁଁ

ଧରି ଅଛି ତୁମ ହାତ

ଥକି ପଡିବିନି ଭୟ କରିବିନି

ଧରି ଥିଲେ ତୁମେ କାତ ।

ଅଥଳ ସଗାରେ ନାଚି ନାଚି ଯିବି

ନୌକାର ମଙ୍ଗ ଧରି

ତୁମେ ଥିଲେ ସଦା ସାଥେ ମୋର

ସୁଖେ ହୋଇ ଯିବି ପାରି ।

କାଳିଆ ଉପରେ ରଖିଛି ଭରସା

ଶରଣିଛି ଦିନରାତି

ତାଂକରି ଆଶିଷ ଝରଣା ଵାରୀରେ

ଭିଜୁ ଥିବା ଆମେ ନିତି ।

ତୁମେ ମୋ ବିଶ୍ୱାସର ବାଡ଼ି

କେବେ ତୁମେ ଭୁଲ ନାହିଁ

ତୁମେ ମୋର ମନ ହୃଦୟ ଦେବତା

ଚାଲୁ ଥିବି ପଥ ମୁହିଁ ।।

ଅମ୍ବିକା ସ୍ୱାଇଁ


Rate this content
Log in