Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋ ଜୀବନର ପ୍ରଥମ ପ୍ରେମ-ଗୀତି କବି
ମୋ ଜୀବନର ପ୍ରଥମ ପ୍ରେମ-ଗୀତି କବି
★★★★★

© Subhakanta Sahu

Others

1 Minutes   6.7K    4


Content Ranking

ମୋ ଜୀବନର ପ୍ରଥମ ପ୍ରେମ କାଳିଆରେ ତୋ ପାଇଁ

କେବେ ଠାରୁ ଭଲ ପାଏ ତାହା ବି ଜାଣିନି ମୁଁହି

କି ଯାଦୁ ତୋହର ପଡିଲା ନଜର

ଭଲ ପାଇଲି ମୁଁ ତୋତେ କିମ୍ପାଇଁ

ମୋ ଜୀବନର ପ୍ରଥମ ପ୍ରେମ...

କଳା କଳା ମୁଁହରେ ନାଲି ନାଲି ଓଠ

ଖିଲିଖିଲି ହସ ତୋର ପୁରିଯାଏ ପେଟ

ପଚାରୁଛିରେ ମୁଁ ସତ କହିବୁ ତୁ

ତୁହି ମୋତେ ଭଲ ପାଉ କି ନାହିଁ

ମୋ ଜୀବନର ପ୍ରଥମ ପ୍ରେମ...

କହି ପାରୁନାହିଁ ତୋତେ ଭଲପାଏ କେତେ

ଖୋଲି ଥରେ କହ ଜଗା ଭଲ ପାଉ ମୋତେ

ରଧା ମୁଁ ସାଜିବି ଘୁଙ୍ଗୁର ବାନ୍ଧିବି

ତୋ ବେଣୁ ସୁରକୁ ଥିବି ମୁଁ ଚାହିଁ

ମୋ ଜୀବନର ପ୍ରଥମ ପ୍ରେମ...


ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଞ୍ଜାମ

ପିନ୍: ୭୬୧୧୦୫

ମୋ: ୯୮୬୧୭୩୨୨୫୬

E-mail: sahusubhakanta@gmail.com.

ଜୀବନ ପ୍ରେମ କାଳିଆ

Rate the content


Originality
Flow
Language
Cover design

Comments

Post


Some text some message..