Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhakanta Sahu

Others

2  

Subhakanta Sahu

Others

ମୋ ଜୀବନର ପ୍ରଥମ ପ୍ରେମ-ଗୀତି କବି

ମୋ ଜୀବନର ପ୍ରଥମ ପ୍ରେମ-ଗୀତି କବି

1 min
6.7K


ମୋ ଜୀବନର ପ୍ରଥମ ପ୍ରେମ କାଳିଆରେ ତୋ ପାଇଁ

କେବେ ଠାରୁ ଭଲ ପାଏ ତାହା ବି ଜାଣିନି ମୁଁହି

କି ଯାଦୁ ତୋହର ପଡିଲା ନଜର

ଭଲ ପାଇଲି ମୁଁ ତୋତେ କିମ୍ପାଇଁ

ମୋ ଜୀବନର ପ୍ରଥମ ପ୍ରେମ...

କଳା କଳା ମୁଁହରେ ନାଲି ନାଲି ଓଠ

ଖିଲିଖିଲି ହସ ତୋର ପୁରିଯାଏ ପେଟ

ପଚାରୁଛିରେ ମୁଁ ସତ କହିବୁ ତୁ

ତୁହି ମୋତେ ଭଲ ପାଉ କି ନାହିଁ

ମୋ ଜୀବନର ପ୍ରଥମ ପ୍ରେମ...

କହି ପାରୁନାହିଁ ତୋତେ ଭଲପାଏ କେତେ

ଖୋଲି ଥରେ କହ ଜଗା ଭଲ ପାଉ ମୋତେ

ରଧା ମୁଁ ସାଜିବି ଘୁଙ୍ଗୁର ବାନ୍ଧିବି

ତୋ ବେଣୁ ସୁରକୁ ଥିବି ମୁଁ ଚାହିଁ

ମୋ ଜୀବନର ପ୍ରଥମ ପ୍ରେମ...


ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଞ୍ଜାମ

ପିନ୍: ୭୬୧୧୦୫

ମୋ: ୯୮୬୧୭୩୨୨୫୬

E-mail: sahusubhakanta@gmail.com.


Rate this content
Log in