Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବର୍ଷା ! ପବନର ଚଇତାଳି ।
ବର୍ଷା ! ପବନର ଚଇତାଳି ।
★★★★★

© Ram Prasad Bisoi

Others

1 Minutes   7.0K    6


Content Ranking

ବର୍ଷା ! ପବନର ଚଇତାଳି ।

ପବନ ଖେଳୁଛି ଚଇତାଳି, ମନ କହୁଛି ତାକୁ ଆରେ ପବନ ତୋ ସ୍ପର୍ଶରେ ଭରି ରହିଛି ମତୁଆଲା ପବନ ଗୋଲାପର ସହର ଏଠି ତୁ ଅଛୁ ହେଲେ ନାହିଁ ମୋ ପ୍ରିୟତମାର ପରଶ ଯା ତୁ ତ ବହୁଥିବୁ ସେ ସହରରେ ଯେଉଁଠି ଅଛି ସେ ତାକୁ ଯାଇ କହ ! ତା କାନେ ଚୂପି ଚୂପି, ଏଠି ଲାଲବାଗର ରଙ୍ଗବେରଙ୍ଗ ଗୋଲାପ ଫୁଲ ତୋ ମତୁଆଲା ଛୁଆଁ ଆଉ ବାଙ୍ଗାଲୋର ସହରର ଯନ୍ତ୍ରବତ ଚାଲୁଥିବା ମଣିଷଙ୍କ ଭିତରେ ମେଜେଷ୍ଟିକ ମାର୍କେଟ ମୁଁ ତା ପ୍ରୟତମ ସବୁ ଅପରିଚିତା ମାନଙ୍କ ଭିତରେ ଖୋଜୁଛି ତାକୁ ଏକା ସେ ଆସିଲେ ପବନ ବର୍ଷା ଦୁହେଁ ମିଶି ଖେଳିବୁ ଖେଳ ! ବର୍ଷା । ପବନର ଚଇତାଳି ।

ରାମ ପ୍ରସାଦ ବିଶୋଇ (କାଶ୍ୟପ) ଲାଲବାଗ, ବାଙ୍ଗାଲୋର । ତା-୧୦-୦୬-୧୬ ସମୟ-ଦିବା-୦୩-୫୨ ମି, ।

ବର୍ଷା ! ପବନର ଚଇତାଳି ।

Rate the content


Originality
Flow
Language
Cover design

Comments

Post

Some text some message..