Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Narendra Kumar Acharya

Others

2  

Narendra Kumar Acharya

Others

ଟିକିଏ ଝାଳ ଶୁଖାଇ ନିଅ

ଟିକିଏ ଝାଳ ଶୁଖାଇ ନିଅ

1 min
6.9K


ଟିକିଏ ଝାଳ ଶୁଖାଇ ନିଅ

ଗଛର ଛାଇରେ

ଦେଖ ରଙ୍ଗ ଧରି ଆସିଲାଣି

ଏଇ ପାଖ ଶିମିଳି ଡାଳରେ l

ଗଛ ତ ଫୁଲରେ ମଣ୍ଡି ହେବ

ପୁଣି ତା'କୁ ଫେରେଇ ଦେବ

ପୃଥିବୀ ଅଣ୍ଟିକୁ

ତୁମେ କିନ୍ତୁ ବାଟ ଚାଲୁ ଚାଲୁ

ପଥର ଗୋଟେଇ ଗୋଟେଇ

ଭାରି କରି ଚାଲିଛ

ନିଜ ଗଣ୍ଠିଲିକୁ l


Rate this content
Log in