Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ନରେଶ ବେହେରା

Inspirational

2  

ନରେଶ ବେହେରା

Inspirational

ବଣମଲ୍ଲୀ

ବଣମଲ୍ଲୀ

1 min
6.6K


ଓଡିଶାର ଆମେ ବଣମଲ୍ଲି ଅଟୁ

     ଗଳ୍ପ କବିତା ତ ଆମରି ବାସ୍ନା

ବାସ୍ନା ସିନା ହୁଏ ମଧୂର ମଧୂର

     ମିଳେନାହିଁ ଏଠି ଆମରି ଚିହ୍ନା 

ବଣମଲ୍ଲି ଯେହ୍ନେ ଝଡିପଡେ ଦିନେ

   ପ୍ରଷ୍ଫୁଟିତ ହୋଇ ଘୋର କାନନେ

ଆମେ ସେହିପରି ଝଡିଜିବା ଦିନେ

    ନରଖିବେ କେହି ଆମକୁ ମନେ

ଅନୁରୋଧ ମୋର ସମସ୍ତ ଭାଇଙ୍କୁ

      ଉତ୍ସାଇତ କର ବଣମଲ୍ଲିଙ୍କୁ

ନହେଲେ ଭାଇରେ କେତେ ବଣମଲ୍ଲି

     ଭୁଲିଜିବେ ତାଙ୍କ ନିଜ ସ୍ବପ୍ନକୁ


         (ବଣମଲ୍ଲି ଶୁଭେନ୍ଦୁ)


Rate this content
Log in

More oriya poem from ନରେଶ ବେହେରା