ପ୍ରେମ
ପ୍ରେମ
ପ୍ରେମର ପ୍ରଚାର ପ୍ରସାରଣ ପାଇଁ
ସମସ୍ତେ ହେଲେଣି ବାଇ
ପାରକ ଉଦ୍ୟାନ ଟେସନ ମୈଦାନ
ଗଛମୂଳ ଖାଲି ନାହିଁ
ପ୍ରମୋଦ କୁମାର ଜେନା ©
ବି.ଦ୍ର. ପାରକ ମାନେ ପାର୍କ୍
ଟେସନ ମାନେ ଷ୍ଟେସନ
ପ୍ରେମର ପ୍ରଚାର ପ୍ରସାରଣ ପାଇଁ
ସମସ୍ତେ ହେଲେଣି ବାଇ
ପାରକ ଉଦ୍ୟାନ ଟେସନ ମୈଦାନ
ଗଛମୂଳ ଖାଲି ନାହିଁ
ପ୍ରମୋଦ କୁମାର ଜେନା ©
ବି.ଦ୍ର. ପାରକ ମାନେ ପାର୍କ୍
ଟେସନ ମାନେ ଷ୍ଟେସନ