Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

2  

Neelima Nivedita Behera

Romance

ଏଣୁତେଣୁ ୧୨

ଏଣୁତେଣୁ ୧୨

1 min
6.3K


ଚାହିଁଲେ ବି, କି ଘୃଣା କରି ହୁଏ

କିଛି ସମ୍ପର୍କକୁ ?

ଚାହିଁଲେ କି ଫେରେଇହୁଏ ମୁହଁ

କିଛି ରଙ୍ଗଙ୍କଠୁ ?

ଚାହିଁଲେ କି କାନ୍ଦି ହୁଏ ବୁକୁ ଫଟେଇ

ଚୁପୁଡି ଦେଇ ଆଖିକୁ ?

ଚାହିଁଲେ କି ହସି ହୁଏ ମିଛିମିଛିକା

ନେଫେରେଇ ଓଠକୁ ?

ଚାହିଁ ବି ଚାହିଁ ହୁଏନି

କହିବାକୁ କାହାକୁ ମନ କଥା ପଦିଏ

ଚାହିଁ ବି ଚାହିଁ ହୁଏନି

ଶୁଣିବାକୁ ସେଇ "ନା" ଶବ୍ଦ ଗୋଟିଏ ।


Rate this content
Log in

Similar oriya poem from Romance