Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhakanta Sahu

Abstract

2  

Subhakanta Sahu

Abstract

ସ୍ଵାଗତଂ ଶହସ୍ରାବ୍ଦ

ସ୍ଵାଗତଂ ଶହସ୍ରାବ୍ଦ

1 min
6.5K


ହସ୍ତରେ ମୋହର ମଧୁପୁଷ୍ପମୟ ଅର୍ପିବି ତୁମ ପୟର,

ସ୍ଵାଗତଂ ସ୍ଵାଗତଂ କି ଭାଷେ କହିବ ହୃଦୟ ତୁମକୁ ମୋର।

ଅଫୁରନ୍ତ ଖୁସି ଅପାର ଆନନ୍ଦ ଅସୀମ ଏ ଉଦ୍ଦୀପନା,

ଅନେକ ଆକାଂକ୍ଷା ଆଶାର ସାଗର ଅସରନ୍ତିର କାମନା।

ଜୀବନରେ ନବୋଦୟ ନାହିଁ ଖାଲି ଉଦୟିଛ ନୂଆ ଜୀବନୀ,

ଆଶ୍ଵାସନା ଭରା ହେ ନବ ଶତାବ୍ଦୀ ଆସ ସ୍ନେହ ପ୍ରେମ ଘେନି।

ବିରାଜ ବସୁଧେ ଭ୍ରାତୃଭାବ ବହି ବିଶ୍ଵେ ଦିଅ ଶାନ୍ତି ବୁଣି,

ହୀରୋସୀମା,ନାଗାସାକି, କାରଗିଲ୍ ପ୍ରମୁଖର ବ୍ୟଥା ପୁଣି।

ନହେଉ ଅଞ୍ଜନା ଅର୍ଚ୍ଚନା ଧର୍ଷଣ ନହେଉ ପାଦ୍ରୀ ପୋଡି,

ଭାରତ-ପାକ୍ କାରଗିଲ୍ ନଯାଇ ପୁଣି ହୋଇଯାଉ ଯୋଡ଼ି।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲପୋଲସରା, ଗଂଜାମ।

ମୋ:୯୯୦୪୦୩୨୦୧୮୬


Rate this content
Log in

Similar oriya poem from Abstract