Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଣୁତେଣୁ ୨୦୧୭ ୮
ଏଣୁତେଣୁ ୨୦୧୭ ୮
★★★★★

© Neelima Nivedita Behera

Romance

1 Minutes   1.2K    6


Content Ranking

ସନ୍ତାପ ବଢୁ

ସନ୍ଦେହ ଛାଡୁ

ବିରହ ଆହୁରି ଗାଢ୍ ହେଉ

ଏ ଲୁହ ଏଇମିତି ଗଡୁଥାଉ

ରାତିର ସେ କୂଳରେ

ଆଲୋକ ଲୁଚି ଲୁଚି ମୋତେ ଦେଖୁଥାଉ

ମିଳନର ଆନନ୍ଦ

ମଧୂଶାଳା ନାଦ

ଅଳ୍ପ ମିଳୁ... ପୁଣି ମୋ ଠାରୁ ଘୁଂଚିଯାଉ ।

ଆଲୋକ ଏଣୁତେଣୁ ମଧୂଶାଳା

Rate the content


Originality
Flow
Language
Cover design

Comments

Post


Some text some message..