ଏଣୁତେଣୁ ୨୦୧୭ ୮
ଏଣୁତେଣୁ ୨୦୧୭ ୮
ସନ୍ତାପ ବଢୁ
ସନ୍ଦେହ ଛାଡୁ
ବିରହ ଆହୁରି ଗାଢ୍ ହେଉ
ଏ ଲୁହ ଏଇମିତି ଗଡୁଥାଉ
ରାତିର ସେ କୂଳରେ
ଆଲୋକ ଲୁଚି ଲୁଚି ମୋତେ ଦେଖୁଥାଉ
ମିଳନର ଆନନ୍ଦ
ମଧୂଶାଳା ନାଦ
ଅଳ୍ପ ମିଳୁ... ପୁଣି ମୋ ଠାରୁ ଘୁଂଚିଯାଉ ।
ସନ୍ତାପ ବଢୁ
ସନ୍ଦେହ ଛାଡୁ
ବିରହ ଆହୁରି ଗାଢ୍ ହେଉ
ଏ ଲୁହ ଏଇମିତି ଗଡୁଥାଉ
ରାତିର ସେ କୂଳରେ
ଆଲୋକ ଲୁଚି ଲୁଚି ମୋତେ ଦେଖୁଥାଉ
ମିଳନର ଆନନ୍ଦ
ମଧୂଶାଳା ନାଦ
ଅଳ୍ପ ମିଳୁ... ପୁଣି ମୋ ଠାରୁ ଘୁଂଚିଯାଉ ।