Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା- ୧୨୨
ଜୀବନ ଗୀତା- ୧୨୨
★★★★★

© Geeta Sarangi

Others

1 Minutes   6.8K    4


Content Ranking

ଜୀବନ ଗୀତା- ୧୨୨ 

ଜୀବନ ଏକ ନିରନ୍ତର ଯାତ୍ରା
ଏନ୍ତୁଡିରୁ ଜୁଇରେ ନୁହେଁ ସୀମିତ
ଜୀବନ ତ ଅସୀମ ଅନନ୍ତ ପଥ ॥୦॥

ଜୀବନର ସାମର୍ଥ୍ୟ ଜାଣିଛି କିଏ
ଭୂମିରୁ ଭୂମା ଯାଏ ସେ ବ୍ୟାପ୍ତ
ଅନ୍ୱେଷଣର ନିରନ୍ତର ପ୍ରୟାସ
ସଂଗ୍ରାମଶୀଳ ପ୍ରତିନିୟତ
ଜୀବନରେ ଯୁଦ୍ଧ ଏକା ମହାସତ୍ୟ ॥୧॥

ଜୀବନର ଉତ୍କର୍ଷ ପାଇଛି ସିଏ
କରିଚାଲିଛି ଯିଏ ଲଢେଇ
ଜୀବନ ଅନ୍ୟମାନଙ୍କ ପାଇଁ ଅଟେ
ଜିଇଁବାର ଦିବସ ଅଢେଇ
ଜୀବନ ବଞ୍ଚେ ଯିଏ ସଂଗ୍ରାମରତ ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post


Some text some message..