Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୨୨

ଜୀବନ ଗୀତା- ୧୨୨

1 min
6.8K


ଜୀବନ ଗୀତା- ୧୨୨ 

ଜୀବନ ଏକ ନିରନ୍ତର ଯାତ୍ରା
ଏନ୍ତୁଡିରୁ ଜୁଇରେ ନୁହେଁ ସୀମିତ
ଜୀବନ ତ ଅସୀମ ଅନନ୍ତ ପଥ ॥୦॥

ଜୀବନର ସାମର୍ଥ୍ୟ ଜାଣିଛି କିଏ
ଭୂମିରୁ ଭୂମା ଯାଏ ସେ ବ୍ୟାପ୍ତ
ଅନ୍ୱେଷଣର ନିରନ୍ତର ପ୍ରୟାସ
ସଂଗ୍ରାମଶୀଳ ପ୍ରତିନିୟତ
ଜୀବନରେ ଯୁଦ୍ଧ ଏକା ମହାସତ୍ୟ ॥୧॥

ଜୀବନର ଉତ୍କର୍ଷ ପାଇଛି ସିଏ
କରିଚାଲିଛି ଯିଏ ଲଢେଇ
ଜୀବନ ଅନ୍ୟମାନଙ୍କ ପାଇଁ ଅଟେ
ଜିଇଁବାର ଦିବସ ଅଢେଇ
ଜୀବନ ବଞ୍ଚେ ଯିଏ ସଂଗ୍ରାମରତ ॥୨॥


Rate this content
Log in