Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

3  

Pramila Sahoo

Others

କାହିଁକି କୁହ

କାହିଁକି କୁହ

1 min
6.3K


ଏ ଜଗତରନାଥ ଜଗନ୍ନାଥ
କାହିଁକି ଗଢ଼ିଲ ଏ ମନୁଷ୍ୟ ସମାଜ
ଏ ମିଛ ମାୟାର ଜଗତ
ଏଠି କିଏ ନୁହେଁ କାହାର
ଆସିଛୁ ଏକା ଯିବୁ ତୁ ଏକା
ସାଙ୍ଗର ଯିବେନାହିଁ କେହି ତୋହରି
ଧନ ସମ୍ପତ୍ତି ମାନସମ୍ମାନ
ସବୁ ତ ଅଢେଇ ଦିନର
ଜୀବଗଲା ପରେ ଛଅ ଖଣ୍ଡକାଠ
ଆଉ କିଛି ନାହିଁ ଲୋଡ଼ା
ଏ ଧନସମ୍ପତ୍ତି ସବୁତ ଅସାର
ସୁକାର୍ଯ୍ୟ ହିଁ ସବୁଠୁ ବଳିୟାନ
ନିତି ତୁ ଭଜୁଥା ଜୟ ଜଗନ୍ନାଥ
ମନୁଷ୍ୟ ଜନ୍ମରୁ ପାଇବୁ ଉଧାର..

ପ୍ରମିଳା ସାହୁ


Rate this content
Log in