Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୨୯୧

ଜୀବନ ଗୀତା-୨୯୧

1 min
151


ଜୀବନ ତ କେବେ ନୁହେଁ

ମୁକ୍ତ ଗୋଟେ ପକ୍ଷୀ ଭଳି

ଉଡୁଥିବ ଆକାଶରେ

ଛୋଟଛୋଟ ଡେଣା ମେଲି ॥୦॥

ସାରା ଆକାଶ ଅଟେ ତାହାର

ମାଟି ଦିଅନ୍ତା ମିଠା ଆହାର

ଉଡ଼ିଉଡ଼ି କ୍ଳାନ୍ତ ହେଲେ

ବସାକୁ ଆସନ୍ତା ଫେରି ॥୧॥

ଗୋଟେ ଜୀବନ କେତେ ବଂଧନ

ନିଜର ବୋଲି ନାହିଁ ତ ମନ

ଖଟିଖଟି କ୍ଳାନ୍ତହେଲେ

ପଞ୍ଜୁରିକୁ ଆସେ ଫେରି ॥୨॥


Rate this content
Log in

Similar oriya poem from Inspirational