Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramit Mohapatra

Inspirational

2  

Pramit Mohapatra

Inspirational

ଧନ୍ୟବାଦ ଝାଡୁଦାର

ଧନ୍ୟବାଦ ଝାଡୁଦାର

1 min
7K


ରାତି ସାରା ଖାଲି ବାଣର ଶବଦ

ସକାଳ ସେ ନିଛାଟିଆ,

ଝାଡୁଦାରଙ୍କ ମୁହଁ ପଡ଼େ ଫିକା

ମନଟି ପୁଣି ଛାନିଆ।


ସତେ ରାସ୍ତାରେ କି ବସିଥିଲା ହାଟ

ଲୋକ ଯାଇଛନ୍ତି ଚାଲି,

ନଈ ସେ ଉଭାନ, ଛାଡ଼ି ଯାଇଅଛି

ଶୁଷ୍କ ଏଇ ନଈ ବାଲି।

କେତେ ମୁଁ କରିବି ଆସିଛି ସହଳ

ରାସ୍ତା ଲାଗେ ପୁରା ବଣ,

ସଫା ମୁଁ କରିବି ପାହାନ୍ତିରୁ ଆସି

ତୁମେ ଫୁଟାଇବ ବାଣ।


ଘର ରଖିଥାଅ ବଣ ବୁଦା ପରି

ତୁମେ ପଛେ କାମଚୋର,

ମୋ ନିଦରୁ ଅଧା ଦିିଏ ତୁମ ପାଇଁ

ବୋଲି ସୁନ୍ଦର-ସହର।


ସଭିଏଁ ହୋଇ ଏକମତ

ସ୍ବଚ୍ଛ ରଖ ଏ ଭାରତ।




ମୁନ୍ନା ଭାଇ, ଗୁଣପୁର


Rate this content
Log in