Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanjit Sahoo

Romance

2  

Prasanjit Sahoo

Romance

ବର୍ଷାରେ ପ୍ରେମିକା

ବର୍ଷାରେ ପ୍ରେମିକା

1 min
6.9K


     (1)

ସେଦିନ ବି ବର୍ଷା ଥିଲା 

ଥିଲା ଅନ୍ଧାରର ରାଜ 

ଶୁଭୁଥିଲା ମଣ୍ଡୁକ ଗର୍ଜନ ଆଉ 

ଘଡଘଡି ଆୱାଜ।

    (2)

ଚିକମିକ କରୁଥିଲା ବିଜୁଳି 

ରାତ୍ରିର ବହଳ କାଳିମା କୋଳରେ 

ସ୍ପର୍ଶ କରୁଥିଲ ତୁମେ ଜାଣିଜାଣି 

ସେହି ବିଜୁଳି ଭୟରେ ।

     (3)

ଶୁଭୁଥିଲା ଘଡଘଡି ଶବ୍ଦ 

ଗମ୍ଭୀର ଗର୍ଜନ କରି 

ହେଲେ ତୁମେ କମ୍ପୁଥିଲ ମୋ ଛାତିରେ 

ଉତ୍ତପ୍ତ କୋମଳ ଶରୀର ଧରି ।

     (4)

ଥିଲ ତୁମେ ଅଜଣା ଅଚିହ୍ନା କିନ୍ତୁ ....

ଏଇ ଫୁଲେଇ ଆଷାଢ ବରଷା 

ଯୋଡିଦେଲା ଦୁଇ ହୃଦୟକୁ 

ସୃଷ୍ଟି କଲା ପ୍ରେମର ଭରସା ।

ପ୍ରସନଜିତ ସାହୁ, ନାଉଗାଁ ହାଟ , ଜଗତସିଂହପୁର 

737763400


Rate this content
Log in

Similar oriya poem from Romance