ସଂଳାପ-୮୧,
ସଂଳାପ-୮୧,
1 min
6.3K
ସଂଳାପ-୮୧,
ମୋହ !
ସେ ବି ତ ଅସମ୍ଭାଳ,
ନା ନେଉଛି ପ୍ରାଣ,
ନା ଦେଉଛି ଜୀବନ,
କେମିତିକା
ଏ ଦୋଳି ଖେଳ,
ସୁଖ,ଦୁଃଖର,
ଅନ୍ଧାର ଖୋଜେ ଆଲୋକ,
ଆଲୋକ ଖୋଜେ ଅନ୍ଧାରକୁ
ହଜାଇ ଦେବାକୁ ନିଜ ଅସ୍ତିତ୍ୱ,
ଅଜବ ଖେଳ,
ତାଜୁବ ତାମସା,
ଦୋଳିରେ ଦୋଳାୟମାନ
ଝୁଲନ୍ତା
ଝୁଲଣ ଜୀବନ---------!
©®କାଶ୍ୟପ,ରାୟଗଡା ।