Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୮୧,
ସଂଳାପ-୮୧,
★★★★★

© Ram Prasad Bisoi

Others

1 Minutes   6.3K    2


Content Ranking

ସଂଳାପ-୮୧,
 
ମୋହ ! 
ସେ ବି ତ ଅସମ୍ଭାଳ,
ନା ନେଉଛି ପ୍ରାଣ,
ନା ଦେଉଛି ଜୀବନ,
କେମିତିକା 
ଏ ଦୋଳି ଖେଳ,
ସୁଖ,ଦୁଃଖର,
ଅନ୍ଧାର ଖୋଜେ ଆଲୋକ,
ଆଲୋକ ଖୋଜେ ଅନ୍ଧାରକୁ
ହଜାଇ ଦେବାକୁ ନିଜ ଅସ୍ତିତ୍ୱ,
ଅଜବ ଖେଳ,
ତାଜୁବ ତାମସା,
ଦୋଳିରେ  ଦୋଳାୟମାନ
ଝୁଲନ୍ତା
ଝୁଲଣ ଜୀବନ---------!
 
©®କାଶ୍ୟପ,ରାୟଗଡା ।

ସଂଳାପ-୮୧

Rate the content


Originality
Flow
Language
Cover design

Comments

Post


Some text some message..