Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

2  

Sadananda Sahoo

Inspirational

ମାଆ ପରି କିଏ ହବ

ମାଆ ପରି କିଏ ହବ

1 min
2K


ମାଆ ର ମମତା ସରଗ ମୁକୁତା

କହେ ସରାଗରେ କଥା ;

ମାଆ ବୁଝେ ଆଶା ମାଆ ବୁଝେ ଭାଷା

ହୃଦୟ ରେ ଥିବା ବ୍ୟଥା !!

ଦୁଃଖିନୀ ଜନନୀ ଧର୍ମବିଳାସିନୀ

ଶୁଭ ମନାସଇ କେତେ ;

ବାର ମାସେ ତେର ପରବ ପାଳଇ

ଉପବାସେ ଦିନ ବିତେ !!!

ଅମୃତ ଦାୟୀନି ସଂସାର ର ରାଣୀ

ସୃଷ୍ଟି କୁ ବଞ୍ଚାଇ ରଖେ ;

ଭାବବିନୋଦିନୀ ଜନର ଜନନୀ

ଦୁଃଖ ସୁଖ ସ୍ୱାଦ ଚାଖେ !


Rate this content
Log in

Similar oriya poem from Inspirational