Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitendriya Behera

Abstract Others Romance

3  

Jitendriya Behera

Abstract Others Romance

ଶ୍ରାବଣ

ଶ୍ରାବଣ

3 mins
6.6K


ସତରେ ସବୁ ଋତୁ ଶ୍ରାବଣ,

ସବୁଠି ମୁଁ , 

ମୋ ସହ ମୋ ଅଭିନୟର ଉଚ୍ଚାରଣ ।

କେତେ ସୁନ୍ଦର ଥିଲା ଅପରାହ୍ନ

ଆକାଶ ଓହ୍ଲାଇ ଆସୁଥିଲା ବତିଖୁଣ୍ଟ ଦେଇ

ହେଲିପ୍ୟାଡ ଆଡେ

ମୋ ସହ ଚା' ପିଇବାକୁ

ନା ଥିଲା ଦକ୍କା ନା ଦୁଃଖ

ବର୍ଷା ବାଟ ହୁଡି ଦେଖ

ପୋଛି ନେଉଛି ସବୁ ସୁଖ 

ମୋ ଆଖିକୁ ଲୁହେ ଭରିବାକୁ ।


Rate this content
Log in