Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Tragedy

3  

K. Nirmal

Tragedy

ଶୂନ୍ୟତା

ଶୂନ୍ୟତା

1 min
4.4K




ମହାଶୂନ୍ୟେ ପ୍ରଭୁ ଦେଖାଦିଅ ମୋତେ

ଅନ୍ଧକାର କରି ଦୂର,

ଜୀବନର ଯେତେ ସଙ୍କଟ ଆସିଲେ

କୃଷ୍ଣନାମ ହେଉ ସାର।


ଭାଇ ବନ୍ଧୁ ପୁତ୍ର ପତ୍ନୀ ମିଛ ମାୟା

କେହି ନୁହେଁ ଆପଣାର,

ଅନ୍ଧ ହେଇ ଏଠି ହେବି ମୁଠେ ମାଟି

ଶେଷରେ ହେବେ ସେ ଦୂର ।


ସତ୍ୟ ଧର୍ମ ନ୍ୟାୟ ପଥରେ ଅନେକ

ବାଧା ଆସେ ବାରମ୍ବାର ।

ପାପ ପୂର୍ଣ୍ଣ ଏଇ ସଂସାର ଅସାର

ସତେକି ନରକ ଘୋର ।


ଆସ ଆଉ ଥରେ ଏ ଧରା ଧାମକୁ

କୃଷ୍ଣ ଭାବେ ଦେବା ଭରି ।

ପୁଣି ପ୍ରତି ମନେ ଭରୁ ଭକ୍ତି ଜ୍ଞାନ

ଅସାର ଯାଉ ବାହାରି ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)

◆ ମୋବାଇଲ:-୯୫୬୬୧୧୩୬୦୭

◆ Gmail :-nirmaln270@gmail.com


Rate this content
Log in

Similar oriya poem from Tragedy