Audio

Forum

Read

Contests

Language


Write

Sign in
Wohoo!,
Dear user,
କବି ଓ କବିତା
କବି ଓ କବିତା
★★★★★

© LAXMAN KUMAR BEHERA (ଯତି)

Others

1 Minutes   6.7K    7


Content Ranking

କବିତାରେ ମୋର

ଆଧୁନିକ ଭାବ

ଏତେ ମାତ୍ରାରେ ପଶିଛି,

ଗଦ୍ଯ ସାହିତ୍ୟକୁ

ଯେବେ ଭାଙ୍ଗି ଦିଏ

ପଦ୍ଯ ପଦ୍ଯ ଖାଲି ବାସୁଛି ।

କବି କେବଳ ମାଧ୍ଯମ

କବିତା ଈଶ୍ବର,

ଜଗତରେ ଯଶ ଖ୍ଯାତି

ଯାହା ମିଳେ

ସବୁଠି, କବିତାର ଅଧିକାର •••


ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ- ୦୯୬୬୮୨୪୨୭୨୦

କବିତା କବି ଯଶ

Rate the content


Originality
Flow
Language
Cover design

Comments

Post


Some text some message..